ମକାର ସହାୟକ ମୂଲ୍ୟ ବୃଦ୍ଧି ଦାବିକରି ଚାଷୀଙ୍କ ଧାରଣା

ନବରଙ୍ଗପୁର: ମକାର ସହାୟକ ମୂଲ୍ୟ ବୃଦ୍ଧିଦାବିରେ ରାସ୍ତାକୁ ଓହ୍ଲାଇଲା ଚାଷୀ। ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଭଣ୍ଡାରଘର ମନ୍ଦିର ପାଖରେ ଧାରଣାରେ ବସିଛନ୍ତି ଚାଷୀ । ମକା ମୂଲ୍ୟ କୁଇଣ୍ଟାଲ ପ୍ରତି ୧୪୨୫ ଟଙ୍କା ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଦେଇ ପ୍ରଶାସନ ଭୂଆଁ ବୁଲାଉ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମକା ବିକ୍ରି କରିବା ବେଳେ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁ କମରେ ବେପାରୀ ମାଗୁଛନ୍ତି। ମକାଗଜା ହେବାକୁ … Continue reading ମକାର ସହାୟକ ମୂଲ୍ୟ ବୃଦ୍ଧି ଦାବିକରି ଚାଷୀଙ୍କ ଧାରଣା